ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…

ଦେବଗଡ ୦୮।୧୦: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି । ବନ୍ଦ କୋଠରୀଙ୍କୁ ମହିଳାଙ୍କ ମୃତଦେହ ଠାବ । ମୃତକ ହେଲେ ମୋହିନୀ ଦିପ୍‌ ।

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମହିଳା ଜଣଙ୍କ ଘରେ ଏକା ରହୁଥିଲେ , ତେବେ କିଏ ହତ୍ୟା କରିଛନ୍ତି ନାଁ ଆତ୍ମହତ୍ୟା କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାରେ ପୋଲିସ ତଦନ୍ତ କଲେ ସଂପୂର୍ଣ୍ଣ ତଥ୍ୟା ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ  ସୂଚନା ଦେଇଛନ୍ତି ।

Related posts

Leave a Comment