ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ

ଦେବଗଡ ୨୧।୧୦: ଭିଜିଲାନ୍ସ ଜାଲରେ ଦେବଗଡ ପୌର ପରିଷଦ ଏଟିଏସ । ଏଟିଏସ ରାଜେନ୍ଦ୍ର କୁମାର ନାଏକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ଗିରଫ ଧରିଛି ଭିଜିଲାନ୍ସ ।

ଏଟିଏସ ରାଜେନ୍ଦ୍ର କୁମାର ନାଏକ ଓ ଅନ୍ୟ ଜଣେ କର୍ମଚାରୀ ଅଜିତ କୁମାର ନାଏକ ଘରର ପ୍ଲାନ ପାସ୍ କରିବା ପାଇଁ ଲାଞ୍ଚ ନେଉଥିଲେ ୬ ହଜାର ୪ ଶହ ଟଙ୍କା ଲାଞ୍ଚ । ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ହାତରେ ଉଭୟ ଧରାପଡିଛନ୍ତି ।

Related posts

Leave a Comment