ନୂଆଗାଁ୨୩/୧୦: ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ବିଧାୟକ ତାଙ୍କ ସୋସିଆଲ ସାଇଟ୍ରେ ସୂଚନା ଦେଇଛନ୍ତି। ସେ ଗୃହ ସଙ୍ଗରୋଧରେ ରହିଥିବା ଏବଂ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେକରୋନା ପରୀକ୍ଷା କରାଇ ନେବାକୁ
ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି।
ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା
