ଭୁବନେଶ୍ବର୮/୧୧: ଝାରପଡା ଜେଲ୍ରେ ଚିଟଫଣ୍ଡ ଅଭିଯୁକ୍ତଙ୍କ ମୃତ୍ୟୁ। ମୃତକ ହେଲେ ଆଇକୋର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅନୁକୁଳ ମାଇତି। ସେ ଡାଇବେଟିସ୍ ସହ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ।
ଝାରପଡା ଜେଲ୍ରେ ଚିଟଫଣ୍ଡ୍ ଅଭିଯୁକ୍ତଙ୍କ ମୃତ୍ୟୁ